About the channel
🌺Jay Jagannath🌺 🙏 ( It Is An Education Channel For Every Students ) 🙏ଜୟ ଜଗନ୍ନାଥ ପିଲାମାନେ ମୁଁ ଦେବ୍ କୁମାର ଆପଣମାନଙ୍କୁ Debkumar Education Youtube Channel କୁ ସ୍ଵାଗତ | ପିଲାମାନେ ଅନେକ ଛାତ୍ରଛାତ୍ରୀ ଅଛନ୍ତି | ଯେଉଁମାନେ କି ପାଠ ପଢିବାର ଇଚ୍ଛା ଥିଲେ ମଧ୍ୟ | ଆର୍ଥିକ ସମସ୍ୟା ଯୋଗୁଁ ପାଠ ପଢ଼ି ପାରୁନାହାନ୍ତି |ତାହାକୁ ଦୃଷ୍ଟିରେ ରଖି ମୁଁ ଏହି Channel ରେ ପ୍ରଥମ ଶ୍ରେଣୀ , ଦ୍ଵିତୀୟ ଶ୍ରେଣୀ , ତୃତୀୟ ଶ୍ରେଣୀ , ଚତୁର୍ଥ ଶ୍ରେଣୀ , ପଞ୍ଚମ ଶ୍ରେଣୀ , ଷଷ୍ଠ ଶ୍ରେଣୀ , ସପ୍ତମ ଶ୍ରେଣୀ , ଅଷ୍ଟମ ଶ୍ରେଣୀ , ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟରେ ପଢ଼ାଯାଉଅଛି | ଏବଂ ତାହା ସହିତ ଏହି ସବୁ ବିଷୟର Question Answer ମଧ୍ୟ ଆଲୋଚନା କରାଯାଉଅଛି | ସେଥିପାଇଁ ଆମ Youtube Channel କୁ Subscribe କରି 🔔 ଘଣ୍ଟି କୁ All ରେ ବଜାଇ ଦିଅନ୍ତୁ | ଯାହା ଦ୍ୱାରା ନୂଆ Video ଆସିବା ମାତ୍ରେ ଆପଣଙ୍କ ପାଖକୁ Notification ଚାଲିଯିବ ଓ ଆପଣମାନେ ଆମ Video ଖୁବଶୀଘ୍ର ପାଇ ପାରିବେ , ଧନ୍ୟବାଦ। 👉Our Target 🎯 100K Subscriber 🔔 Every Day Video Upload Time-: 👇👇👇👇👇👇👇👇👇👇👇 (1) 👉06:30pm - 07:00pm __________🙏___________🙏__________🙏__________
Latest videos
What do members think of Debkumar Education?
Your feedback is about the channel itself,